Jump to content

ପରିଗ୍ରହିବା

ଉଇକିଅଭିଧାନ‌ରୁ

ପରିଗ୍ରହିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - (ପଦ୍ୟ) କ୍ରି—(ସଂସ୍କୃତ - ପରିଗ୍ରହ)

[ସମ୍ପାଦନା]

(ମୂର୍ତ୍ତି) ଗ୍ରହଣ ବା ଧାରଣ କରିବା —To assume (a from).

ମୂର୍ତ୍ତି ପରିଗ୍ରହ ଉଦେ, କି ସାହସ ! ରାଧାନାଥ. ଚିଲିକା

[ଦ୍ରଷ୍ଟବ୍ୟ —ଅନ୍ୟାନ୍ୟ ଅରଥ ପାଇଁ ପରିଗ୍ରହର ଅନ୍ୟ ଅର୍ଥମାନ ଦେଖ]