ପରିଗ୍ରହ କରିବା
ବିବାହ କରିବା — To marry.
ନିର୍ରତି ନାମେ କନ୍ୟା ପରିଗ୍ରହ କଲା, ରାକ୍ଷସ ବଂଶ ତହୁଁ ଉତପନ୍ନ ହେଲା କୃଷ୍ଣସିଂହ. ମହାଭାରତ—ଆଦି
[ଦ୍ରଷ୍ଟବ୍ୟ —ଏଥିର ଅନ୍ୟ ଅର୍ଥ ପାଇଁ ପରିଗ୍ରହ ଶବ୍ଦର ଅନ୍ୟ ଅର୍ଥମାନ ଦେଖ]