Jump to content

ପରିଗ୍ରହ ଦ୍ୱିତୀୟ

ଉଇକିଅଭିଧାନ‌ରୁ

ପରିଗ୍ରହ ଦ୍ୱିତୀୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି, ପରିଗ୍ରହ+ଦ୍ୱିତୀୟ)

[ସମ୍ପାଦନା]
୧. ସସ୍ତ୍ରୀକ; ଯାହା ସଙ୍ଗେ ଭାର୍ଯ୍ୟା ଅଛନ୍ତି — ୧. Accompained by one's wief.
୨. ସପରିବାର — ୨. Accompanied by one's family.