Jump to content

ପରିଗ୍ରାମ

ଉଇକିଅଭିଧାନ‌ରୁ

ପରିଗ୍ରାମ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ଅ. (ଅବ୍ୟୟୀଭାବ; ପରି= ଅଭିମୁଖେ+ଗ୍ରାମ)

[ସମ୍ପାଦନା]
୧. ଗ୍ରାମଭିମୁଖେ —Towards a village.
୨. ଗ୍ରାମର ସମ୍ମୁଖରେ —୨. In front of a village.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଗ୍ରାମର ସାମନା ଭାଗ (ହିନ୍ଦୀ - ଶ.) — The front part of a village.