Jump to content

ପରିଗ୍ରାମିକ

ଉଇକିଅଭିଧାନ‌ରୁ

ପରିଗ୍ରାମିକ

ଉଚ୍ଚାରଣ

[ସମ୍ପାଦନା]
(ପାରିଗ୍ରାମିକୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ପରି+ଗ୍ରାମ+ଇକ)

[ସମ୍ପାଦନା]

ଗ୍ରାମର ଚତୁଦ୍ଦଗରେ ଅବସ୍ଥିତ —Situated round a village (Apte).