ପରିଘାତ
ଦେଖଣା
ପରିଘାତ
ଉଚ୍ଚାରଣ
[ସମ୍ପାଦନା](ପରିଘତନ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ପରି+ହନ୍ ଧାତୁ= ବଧ କରିବା+ଭାବ. ଅ)
[ସମ୍ପାଦନା]- ୧. ହନନ; ବଧ —୧. Killing; slaughter.
- ୨. ଆଘାତ —୨. Striking.
- ୩. (+ କରଣ. ଅ)—ବିଘ୍ନ; ପ୍ରତିବନ୍ଧକ — ୩. Obstacle; hindrance.
- ୪. ପରିଘ; ଲୌହମୁଖ ମୁଦ୍ଗର — ୪. A club studded with iron.
- ୫. ଅର୍ଗଳ —୫. Bolt; bar.
- ୬. ଯେଉଁ ଅସ୍ତ୍ରରେ ହତ୍ୟା କରାଯାଏ — ୬. A weapon used for killing.