Jump to content

ପରିଘୋଷ

ଉଇକିଅଭିଧାନ‌ରୁ

ପରିଘୋଷ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପରି=ଉପରିସ୍ଥ+ଘୋଷ= ଶବ୍ଦ)

[ସମ୍ପାଦନା]
୧. ମେଘର ଗର୍ଜ୍ଜନ; ଘଡ଼ଘଡ଼ି — ୧. The roar of clouds.
୨. ଆରାବ; ଶବ୍ଦ —୨. Sound.
୩. (ପରି=ନିନ୍ଦିତ+ଘୋଷ)—ଅକଥ୍ୟ କଥା — ୩. Unterable speech.