ପରିଚର
ଦେଖଣା
ପରିଚର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପରି=ପଶ୍ଚାତ୍+ଚର୍ ଧାତୁ= ଗମନ କରିବା+କର୍ତ୍ତୃ ଅ)
[ସମ୍ପାଦନା]- ୧. ସହଚର —୧. Companion.
- ୨. ଅନୁଚର —୨. Attendant.
- ୩. ପରିଚାରକ; ଭୃତ୍ୟ —୩. Servent.
- ୪. ଶରୀର ରକ୍ଷକ —୪. Body-guard.
- ୫. ସେନା ନାୟକବିଶେଷ — ୫. A kind of commander of an army.
- ୬. ଚୌକିଦାର —୬. Watchman.
- ୭. ରୋଗୀର ସେବାକାରୀ ବ୍ୟକ୍ତି — ୭. A person who tends sick people.
- ୮. (+ଭାବ. ଅ)—ସେବା; ଭୃତ୍ୟତ୍ୱ — ୮. Service; homage.