Jump to content

ପରିଚର୍ଯ୍ୟା

ଉଇକିଅଭିଧାନ‌ରୁ

ପରିଚର୍ଯ୍ୟା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପରି+ଚର ଧାତୁ= ସେବା କରିବା ଇତ୍ୟାଦି+ ଭାବ. ଯ+ସ୍ତ୍ରୀ. ଆ)

[ସମ୍ପାଦନା]
୧. ସେବା; ଭୃତ୍ୟପଣ — ୧. Personal service; attendance.
୨. ଶୁଶ୍ରୁଷା —୨. Tending.
୩. ସତ୍କାର; ପୂଜା —୩. Worship; adoration.
୪. ଉପାସନା —୪. Prayer.
୫. ପ୍ରଦକ୍ଷିଣ —୫. Circumambulation.