ପରିଚାରକ
ଦେଖଣା
ପରିଚାରକ
ଉଚ୍ଚାରଣ
[ସମ୍ପାଦନା](ପରିଚାରୀ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ପୁଂ.—(ପରି+ଚର୍ ଧାତୁ= ଗମନ କରିବା+କର୍ତ୍ତୃ ଅକ)
[ସମ୍ପାଦନା]- ୧. ସେବକ; ଭୃତ୍ୟ —୨. Servant.
- ୨. ରୋଗୀ ସେବାରେ ନିଯୁକ୍ତ ବ୍ୟକ୍ତି — ୨. A person engaged to tend a patient.
ପରିଚାରିକା, ପରିଚାରିଣୀସ୍ତ୍ରୀ
- ୩. ଦେବମନ୍ଦିରର ତତ୍ତ୍ୱାବଧାରକକ; ପରିଛା — ୨. Superintendent of a temple.