ପରିଚାଳକ
ଦେଖଣା
ପରିଚାଳକ
ଉଚ୍ଚାରଣ
[ସମ୍ପାଦନା](ପରିଚାଳିକା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ପରି+ ଚଳ୍ ଧାତୁ ଣିଚ+ କର୍ତ୍ତୃ. ଅକ)
[ସମ୍ପାଦନା]- ୧. ନେତା —୧. Leader.
- ୨. ତନଖିବା ବ୍ୟକ୍ତି — ୨. Superintendent.
- ୩. ଅଧ୍ୟକ୍ଷ —୩. Head.
- ୪. ଯେ ଗାଡ଼ି ଆଦିକୁ ଚଳାଏ — ୪. Conductor; driver.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ପରିଚାଳନାକାରୀ —Guiding; leading.
ସଂସ୍କୃତ - ବିଶେଷ୍ୟ -(ବିଜ୍ଞାନ ପରିଭାଷା)
[ସମ୍ପାଦନା]ଯାହା ଏକ ପରମାଣୁରୁ ଅନ୍ୟ ପରମାଣୁକୁ ତାପାଦି ଚଳାଏ —Conductor (of beat or light or electricity.).