Jump to content

ପରିଚାୟକ

ଉଇକିଅଭିଧାନ‌ରୁ

ପରିଚାୟକ

ଉଚ୍ଚାରଣ

[ସମ୍ପାଦନା]
(ପରିଚାୟିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ପରି+ଚି ଧାତୁ= ଏକତ୍ର କରିବା+କର୍ତ୍ତୃ ଅକ)

[ସମ୍ପାଦନା]
୧. କୌଣସି ବ୍ୟକ୍ତିକୁ ଅନ୍ୟ କୌଣସି ବ୍ୟକ୍ତି ସଙ୍ଗେ ଯେ ପରିଚୟ କରାଇଦିଏ ୧. Introducing a person to another.
୨. ଯେ ଚିହ୍ନାଇ ଦିଏ — ୨. Making known.
୩. ଜ୍ଞାପକ —୩. Intimating.
୪. ପ୍ରଦର୍ଶକ —୪. Showing.
୫. ସୂଚକ —୫. Indicating.