Jump to content

ପରିଚ୍ଛନ୍ଦ

ଉଇକିଅଭିଧାନ‌ରୁ

ପରିଚ୍ଛନ୍ଦ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ପରି+ ଛିଦ୍ ଧାତୁ+ କର୍ମ. ଅ)

[ସମ୍ପାଦନା]
୧. ପରିଚ୍ଛଦ; ପୋଷାକ —୧. Dress.
୨. ଅଙ୍ଗରେଖା; ଅଙ୍ଗାବରଣ; କୁର୍ତ୍ତା —୨. Coat.
୩. ସାଞ୍ଜୁ —୩. Coat of armour.
୪. ସଦଚରଗଣ; ଅନୁଚର —୪. Train; retinue.