Jump to content

ପରିଚ୍ଛନ୍ନ

ଉଇକିଅଭିଧାନ‌ରୁ

ପରିଚ୍ଛନ୍ନ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - (ପରି+ ଛିଦ୍ ଧାତୁ+ କର୍ମ. ତ)

[ସମ୍ପାଦନା]
୧. ଆଚ୍ଛାଦିତ; ଆବୃତ —୧. Covered.
୨. ପରିଚ୍ଛଦଯୁକ୍ତ; ପୋଷାକ ପରିହିତ —୨. Dressed.
୩. ପରିଷ୍କୃତ —୩. Cleansed.
୪. ସଜ୍ଜିତ —୪. Furnished; equipped.
୫. ଅଳଂକୃତ —୫. Adorned.
୬. ଉତ୍ତମ —୬. Good.
୭. ଲୁକ୍କାୟିତ —୭. Concealed; hidden.
୮. ଛଦ୍ମ ବେଶଦ୍ୱାରା ଗୋପିତ — ୮. Disguised (M.W.).



ପରିଚ୍ଛନ୍ନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପରି+ ଛିଦ୍ ଧାତୁ= ଛେଦନ କରିବା+ କର୍ମ. ତ)

[ସମ୍ପାଦନା]
୧. ପରିମିତ; ସୀମାବଦ୍ଧ —୧. Limited; circumscribed.
୨. ନିର୍ଣ୍ଣୀତ —୨. Ascertained.
୩. ବିଭକ୍ତ —୩. Divided.
୪. ପ୍ରତିକୃତ —୪. Remedied obviated.

ଦେଶଜ - କ୍ରି.ବିଶେଷଣ -

[ସମ୍ପାଦନା]

(ପ୍ରାଚୀନ ପଦ୍ୟ) ପରିଷ୍କାର ଭାବରେ — Clearly.

ଶ୍ରୀଗୁରୁ ପରମଗୁରୁ କହ ପରିଚ୍ଛନ୍ନ—ପ୍ରାଚୀ, ଶ୍ରୀଗୁରୁଭକ୍ତି ଗୀତା