ପରିଚ୍ଛିତ୍ତି
ଦେଖଣା
ପରିଚ୍ଛିତ୍ତି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -(ପରି+ ଚ୍ଛିଦ୍ ଧାତୁ= ଛିଣ୍ଡାଇବା+ ଭାବ. ତି)
[ସମ୍ପାଦନା]- ୧. ବ୍ୟବଧାନ —୧. Intervention; space between.
- ୨. ଯଥାର୍ଥ ବର୍ଣ୍ଣନା —୨. Correct description.
- ୩. ନିର୍ଣ୍ଣୟ; ଅବଧାରଣ — ୩. Ascertainment; determination.
- ୪. ଅନ୍ତରାଳ —୪. Background.
- ୫. ନିର୍ଣ୍ଣୀତ ସଂଜ୍ଞା —୫. Accurate definition (M.W.)
- ୬. ବିଭାଗ; ପୃଥକ୍କରଣ — ୬. Partition; separation (M.W.)
- ୭. ସୀମା —୭. Limit (M.W.)