Jump to content

ପରିଚ୍ୟୁତ

ଉଇକିଅଭିଧାନ‌ରୁ

ପରିଚ୍ୟୁତ

ଉଚ୍ଚାରଣ

[ସମ୍ପାଦନା]

(ପରିଚ୍ୟୁତି—ବି)

ସଂସ୍କୃତ - ବିଶେଷଣ - (ପରି+ ଚ୍ୟୁ ଧାତୁ= ସ୍ଖଳିତ ହେବା+ କର୍ତ୍ତୃ. ତ)

[ସମ୍ପାଦନା]
୧. ବିଚ୍ୟୁତି; ସ୍ଖଳିତ; ଭ୍ରଷ୍ଟ —୧. Fallen off; slipped off.
୨. ପତିତ —୨. Fallen down.
୩. ଜାତିରୁ ବା ପଂକ୍ତିରୁ ବହିଷ୍କୃତ — ୩. Excommunicated; expelled from caste or society.