ପରିଚୟ
ଦେଖଣା
ପରିଚୟ
ଉଚ୍ଚାରଣ
[ସମ୍ପାଦନା](ପରିଚିତ—ବିଣ)
ସଂସ୍କୃତ - ବିଶେଷ୍ୟ - (ପରି= ସର୍ବତୋଭାବେ+ଚି ଧାତୁ= ଏକତ୍ର କରିବା +ଭାବ. ଅ)
[ସମ୍ପାଦନା]- ୧. ଆଳାପ; କୌଣସି ବ୍ୟକ୍ତିର ନାମାଧାମାଦି ଜାଣିବା —୧. Acquaintance.
- ୨. ଅଭିଜ୍ଞାନ — ୨. Intimate knowledgw.
- ୩. ପ୍ରଣୟ; ଘନିଷ୍ଠତା; ଜଣାଶୁଣା — ୩. Intimacy; friendship.
- ୪. ଅଭ୍ୟାସ (ହିନ୍ଦୀ - ଶ) —୪. Practice. (M.W.)
ଦେଶଜ - ବିଶେଷଣ - (ସଂସ୍କୃତ - ପରିଚିତ)
[ସମ୍ପାଦନା]ପରିଚିତ —Acquainted.