ପରିଛା
ଦେଖଣା
ପରିଛା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -(ସଂସ୍କୃତ - ପରୀକ୍ଷକ)
[ସମ୍ପାଦନା]- ୧. ମନ୍ଦିରର ପ୍ରଧାନ କର୍ମଚାରୀ — ୧. The head officer or superintendent of a temple.
- ୨. ତତ୍ତ୍ୱାବଧାରକ — ୨. Superintendent; supervisor.
ହାଟର ପରିଛା ଅଛଇ କାହିଁ—ପ୍ରାଚୀ ପରଚେ ଗୀତା
- ୩. ଗ୍ରାମର ପ୍ରଧାନ ବା ମୁଖ୍ୟ ବ୍ୟକ୍ତି — ୩. The headman of a village.