ପରିଛେଇ ଶାଢ଼ୀ
ପରିଛା ପଦରେ ନିଯୁକ୍ତ ବ୍ୟକ୍ତି ଯେଉଁ ଶାଢ଼ୀ ବା ବସ୍ତ୍ର ପାଏ — A cloth given to a person on his appointment as the Parichhā of a temple.