Jump to content

ପରିଜନ

ଉଇକିଅଭିଧାନ‌ରୁ

ପରିଜନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପରି= ସମ୍ପୂର୍ଣ୍ଣରୂପେ+ ଜନ= ସ୍ୱୀୟ ଲୋକ)

[ସମ୍ପାଦନା]
୧. ସ୍ୱଜନ; ପରିବାର; ପୋଷ୍ୟ ବର୍ଗ — ୧. Family; one's dependants.
୨. (ପରି= ପଶ୍ଚାତ୍+ ଜନ= ଲୋକ) ଭୃତ୍ୟ; ଅନୁଚର; ସେବକ — ୨. Servant; attendant.


ଅନ୍ଧ ବୃଦ୍ଧ ଛୋଟା କେମ୍ପାକୁ ଦେଇ ଅନ୍ନ ଥିଲେ ଯେ ସେ ଆସି ହୋଇଲେ ପରିଜନ କୃଷ୍ଣସିଂହ, ମହାଭାରତ, ବିରାଟ

୩. ଅନୁଚର ବର୍ଗ —୩. Retinue.

ଉଜ୍ଜ୍ୱଳ ଶରତ ଲକ୍ଷ୍ମୀ ପରିଜନ ପ୍ରାୟ ଦେଶ ଦେଶ କରିଣ ଭ୍ରମଣ ରାଧାନାଥ, ଚିଲିକା