Jump to content

ପରିଜନୀ

ଉଇକିଅଭିଧାନ‌ରୁ

ପରିଜନୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - (ପଦ୍ୟ) ସ୍ତ୍ରୀ

[ସମ୍ପାଦନା]

ସେବିକା; ଚାକରାଣୀ — Maid servant.

ଦିବ୍ୟ କେଶ ସର୍ବରାଣୀ, ଯାର ଯେତେ ପରିଜନୀ ସେବାୟୂଧ ସଙ୍ଗେ ସର୍ବେ ଚଳାୟେ ପ୍ରାଚୀ, ରହସ୍ୟମଞ୍ଜରୀ