Jump to content

ପରିଜ୍ଞାତ

ଉଇକିଅଭିଧାନ‌ରୁ

ପରିଜ୍ଞାତ

ଉଚ୍ଚାରଣ

[ସମ୍ପାଦନା]
(ପରିଜ୍ଞାତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ପରି= ସମ୍ୟକ୍+ ଜ୍ଞାତ)

[ସମ୍ପାଦନା]
୧. ବିଶେଷ ରୂପେ ଜ୍ଞାତ; ସୁପରିଚିତ — ୧. Thoroughly known.
୨. ଚିହ୍ନା ଯିବା —୨. Recognised.
୩. ସ୍ଥିରୀକୃତ —୩. Aacertained.