Jump to content

ପରିଜ୍ଞାତା

ଉଇକିଅଭିଧାନ‌ରୁ

ପରିଜ୍ଞାତା

ଉଚ୍ଚାରଣ

[ସମ୍ପାଦନା]
(ପରିଜ୍ଞାତ୍ରୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ପରି+ ଜ୍ଞା ଧାତୁ= ଜାଣିବା+ କର୍ତ୍ତୃ. ତୃ; ୧ମା.୧ବ)

[ସମ୍ପାଦନା]
୧. ଉତ୍ତମ ରୂପେ ଜାଣିଥିବା; ସୁଜ୍ଞାତା — ୧. Knowing well.
୨. ଜ୍ଞାନୀ —୨. Wise (M.W.)
୩. ବୁଦ୍ଧିମାନ୍ —୩. Intelligent (M.W.)