Jump to content

ପରିଡ଼ା

ଉଇକିଅଭିଧାନ‌ରୁ

ପରିଡ଼ା

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଶୂଦ୍ରଙ୍କର ବଂଶୋପାଧିବିଶେଷ — ୧. A family-title of Ṡūdras.
୨. ଘୋଡ଼ା ସଇସ — ୨. Syce; groom of horse.

ଏଥୁ ଅନ୍ତେ ନକୁଳ ବିରାଟ ପୁରକୁ ଆସିଲେ ଧରି କରି ପରିଡ଼ା ବେଶକୁ କୃଷ୍ଣସିଂହ. ମହାଭାରତ. ବିରାଟ