ପରିଣତ
ଦେଖଣା
ପରିଣତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ପରି+ ନମ୍ ଧାତୁ= ନମ୍ର ହେବା+ କର୍ତ୍ତୃ. ତ)
[ସମ୍ପାଦନା]- ୧. ବିନତ; ନୁଆଁ ଯାଇଥିବା —୧. Bent.
- ୨. ତଳକୁ ନଇଁଥିବା —୨. Bent down.
- ୩. ଅବସ୍ଥାନର ପ୍ରାପ୍ତ; ପରିବର୍ତ୍ତିତ — ୩. Changed; transformed.
- ୪. ବୃଦ୍ଧ —୪. Old; advanced in age.
- ୫. ସୁପକ୍ୱ —୫. Ripened; developed; mature.
- ୬. ପୂର୍ଣ୍ଣ (ଚନ୍ଦ୍ର) —୬. Full (moon).
- ୭. ଅସ୍ତଗତ (ସୂର୍ଯ୍ୟ) —୭. Set (moon).
- ୮. ସୁଜୀର୍ଣ୍ଣ (ଅନ୍ନ) — ୮. Well digested (food).