ପରିଣାମିବା
ଦେଖଣା
ପରିଣାମିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଗ୍ରାମ୍ୟ - (ପ୍ରାଚୀନ ପଦ୍ୟ) କ୍ରି. (ସଂସ୍କୃତ - ପ୍ରଣାମ)
[ସମ୍ପାଦନା]ପ୍ରଣାମ କରିବା —To bow down.
ସୁଖେ ବସିଲେ ମନି ଗଣେ, ପୁଣିହିଁ ରାଜା ପରଣାମେ ଜଗନ୍ନାଥ, ଭବାଗତ
ପରିଣାମିବା
ଉଚ୍ଚାରଣ
[ସମ୍ପାଦନା]ଗ୍ରାମ୍ୟ - କ୍ରି. (ପଦ୍ୟ) (ସଂସ୍କୃତ - ପ୍ରଣାମ)
[ସମ୍ପାଦନା]ପ୍ରଣମିବା; ନମସ୍କାର କରିବା —To make obeisence; to bow down before a person as a mark of reverence.