Jump to content

ପରିଣାମ ଦର୍ଶୀ

ଉଇକିଅଭିଧାନ‌ରୁ

ପରିଣାମ ଦର୍ଶୀ

ଉଚ୍ଚାରଣ

[ସମ୍ପାଦନା]
(ପରିଣାମ ଦର୍ଶିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ପରିଣାମ ଦର୍ଶିନ୍; ପରିଣାମ+ ଦୃଶ୍ ଧାତୁ+ କର୍ତ୍ତୃ. ଇନ୍)

[ସମ୍ପାଦନା]

ଚରମଦର୍ଶୀ; ଭବିଷ୍ୟତ୍ ଦର୍ଶୀ; ସୁଦୂରଦର୍ଶୀ; ପରେ କି ଫଳ ଘଟି ଏଥିପ୍ରତି ଲକ୍ଷ୍ୟ ରଖି ଯେ କାର୍ଯ୍ୟ କରେ —Prudent; provident; farseeing; foresighted.