Jump to content

ପରିଣାମ ବାଦ

ଉଇକିଅଭିଧାନ‌ରୁ

ପରିଣାମ ବାଦ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (ଆଧୁନିକ ବିଜ୍ଞାନ)—ସମସ୍ତ ଜୀବ ପ୍ରଥମରେ ଗୋଟିଏ ଜୀବର କ୍ରମବିକାଶ ବା ପରିଣାମ, ଏହିଭଳି ବୈଜ୍ଞାନିକ ମତବିଶେଷ, ବିବର୍ତ୍ତନବାଦ —The Evolution theory of the universe.

[ଦ୍ରଷ୍ଟବ୍ୟ —ଏହି ମତକୁ ଇଂରାଜ ପଣ୍ଡିତ ଡାର୍ବିନ୍ ପ୍ରଥମେ ପ୍ରଚାର କଲେ]

୨. ସଂଖ୍ୟମତ; ଯେଉଁ ମତରେ ଜଗତରେ ଉତ୍ପତ୍ତି ଓ ନାଶ ଆଦି ନିତ୍ୟ ପରିମାଣରୂପେ କଥିତ (ହିନ୍ଦୀ - ଶ.) —୨. The theory of Sāṁkhya philosophy that the creation is nothing but change.