ପରିଣାହ
ଦେଖଣା
ପରିଣାହ
ଉଚ୍ଚାରଣ
[ସମ୍ପାଦନା](ପରୀଣାହ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ପରି= ଚତୁର୍ଦ୍ଦିଗରେ+ ନହ୍ ଧାତୁ= ବନ୍ଧନ କରିବା + କରଣ. ଅ)
[ସମ୍ପାଦନା]- ୧. ବ୍ୟାପ୍ତି; ବିସ୍ତାର — ୧. Extension; extent.
- ୨. ଓସାର —୨. Breadth; width.
- ୩. ବିଶାଳତା — ୩. Expanse; latitude; extensiveness.
- ୪. ପରିଧି —୪. Circumference.
- ୫. ଦୀର୍ଘଶ୍ୱାସ (ହିନ୍ଦୀ - ଶ.) —୫. Sigh.