Jump to content

ପରିଣାହୀ

ଉଇକିଅଭିଧାନ‌ରୁ

ପରିଣାହୀ

ଉଚ୍ଚାରଣ

[ସମ୍ପାଦନା]

(ପରିଣାହବାନ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - (ପରିଣାହିନ୍; ପରି+ ନହ୍ ଧାତୁ= ବନ୍ଧନ କରିବା + କର୍ତ୍ତୃ. ଇନ୍)

[ସମ୍ପାଦନା]
୧. ଓସାରିଆ — ୧. Broad.
୨. ବିଶାଳ —୨. EXtensive.
୩. ବିସ୍ତୃତ —୩. Extended.
୪. ପରିଧିବିଶିଷ୍ଟ —୪. Circular.