Jump to content

ପରିଣାୟ

ଉଇକିଅଭିଧାନ‌ରୁ

ପରିଣାୟ

ଉଚ୍ଚାରଣ

[ସମ୍ପାଦନା]

(ପରୀଣାୟ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ପରି+ ନୀ ଧାତୁ= ନେବା+ ଭାବ. ଅ)

[ସମ୍ପାଦନା]
୧. ପରିଣୟ; ବିବାହ —୧. Marriage.
୨. ପଶାପାଲି ଓ ସତରଞ୍ଜ ପାଲିର ଚାରି— ପାଖରେ ଗୋଟି ଚଳାଇବା —୨. Moving the balls on the chess-board or dice-board.
୩. ଗ୍ରାମ ଚାରିପାଖେ ଥିବା ସର୍ବସାଧାରଣ ଜମି (ଯାଜ୍ଞବଲ୍ଲ୍ୟ ସ୍ମୃତି) — ୩. The village common round a village.