ପରିଣାୟକ
ଦେଖଣା
ପରିଣାୟକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - ପୁଂ. (ପରି+ ନୀ ଧାତୁ= ପାଇବା+ କର୍ତ୍ତୃ. ଅକ)
[ସମ୍ପାଦନା]ବିବାହକାରୀ; ଯେ କୌଣସି ସ୍ତ୍ରୀକୁ ବିବାହ କରେ — Marrying.
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]- ୧. ସ୍ୱାମୀ; ପତି; ଭର୍ତ୍ତା — ୧. Married husband.
- ୨. ପ୍ରଭୁ —୨. Lord; master.
- ୩. ସେନା ଅଧିନାୟକ; ସେନାପତି — ୩. Commander; general of an army.