Jump to content

ପରିଣେୟ

ଉଇକିଅଭିଧାନ‌ରୁ

ପରିଣେୟ

ଉଚ୍ଚାରଣ

[ସମ୍ପାଦନା]
(ପରିଣେୟା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ—(ପରି+ ନୀ ଧାତୁ= ପାଇବା+ କର୍ମ. ଯ)

[ସମ୍ପାଦନା]
୧. ବିବାହ ଯୋଗ୍ୟ — ୧. Marriageable.
୨. ସ୍ୱାମୀରୂପେ ବରିତ ହେବାର ଉପଯୁକ୍ତ (ପୁରୁଷ) — ୨. (a man) Fit to be taken as husband.