Jump to content

ପରିତଃ

ଉଇକିଅଭିଧାନ‌ରୁ

ପରିତଃ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ଅ.—(ପରି+ ଚତୁର୍ଦ୍ଦିଗରେ ତସ୍)

[ସମ୍ପାଦନା]
୧. ଚତୁର୍ଦ୍ଦିଗରେ — ୧. On all sides.
୨. ସମ୍ପୂର୍ଣ୍ଣରୂପେ —୨. Fully; completely.
୩. ସର୍ବତୋଭାବରେ —୩. In all ways.