Jump to content

ପରିତପୀ

ଉଇକିଅଭିଧାନ‌ରୁ

ପରିତପୀ

ଉଚ୍ଚାରଣ

[ସମ୍ପାଦନା]
(ପରିତାପିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ପରିତାପ+ ଇନ୍; ୧ମା. ୧ବ.)

[ସମ୍ପାଦନା]
୧. ପରିତାପିତ (ଦେଖ) - —୧. Paritāpita (See)
୨. ଦୁଃଖ ବା ବ୍ୟଥାଦାୟକ — ୨. Giving pain; painful; afflicting.