Jump to content

ପରିତପ୍ତ

ଉଇକିଅଭିଧାନ‌ରୁ

ପରିତପ୍ତ

ଉଚ୍ଚାରଣ

[ସମ୍ପାଦନା]
(ପରିତପ୍ତା—ସ୍ତ୍ରୀ) 

(ପରିତପ୍ତି—ବି)

ସଂସ୍କୃତ - ବିଶେଷଣ -(ପରି+ ତପ୍ ଧାତୁ= ତାପ ଦେବା+ କର୍ମ. ତ)

[ସମ୍ପାଦନା]
୧. ସନ୍ତପ୍ତ; ଉତ୍ତପ୍ତ —୧. Heated; hot.
୨. ମନସ୍ତାପ ଯୁକ୍ତ — ୨. Sorrowing; pained; sorry.
୩. ପଶ୍ଚାତ୍ତାପଯୁକ୍ତ —୩. Repentant.