Jump to content

ପରିତାପ

ଉଇକିଅଭିଧାନ‌ରୁ

ପରିତାପ

ଉଚ୍ଚାରଣ

[ସମ୍ପାଦନା]

(ପରୀତାପ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ପରି+ ତପ୍ ଧାତୁ+ ଭାବ. ଅ)

[ସମ୍ପାଦନା]
୧. ଉତ୍ତାପ — ୧. Heat.
୨. (ପରି+ ତପ୍ ଧାତୁ+ କରଣ. ଅ)— ମନୋଦୁଃଖ; ମନସ୍ତାପ; ଶୋକ — ୨. Sorrow; grief; anguish.
୩. ସ୍ନେହ —୩. Affection; attachment.
୪. ଅନୁତାପ —୪. Repentance.
୫. ଭୟ; ଡ଼ର; (ହିନ୍ଦୀ - ଶ.) —୫. Fear.
୬. ଉଦ୍ୱେଗ (ହିନ୍ଦୀ - ଶ.) —୬. Anxiety.
୭. (ପରି+ ତପ୍ ଧାତୁ+ ଅଧି. ଅ)—ନରକବିଶେଷ — ୭. Name of a part of the hell.