Jump to content

ପରିତାଳ

ଉଇକିଅଭିଧାନ‌ରୁ

ପରିତାଳ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -(ପରି+ ତାଳ)

[ସମ୍ପାଦନା]

ଦୁଇବସ୍ତୁ ପରସ୍ପର ସହିତ ବାଜିବା; ଘାତପ୍ରତିଘାତ —Collision; striking with each other.

ବାଣେ ତାଣେ ପରିତାଳ, ଜ୍ୟୋତି ଜାଉକି ଅନଳ ଭାଳ ଚିତ୍ର ମିତ୍ର ଭାବେ ସେ ମେଳ ଭଞ୍ଜ, ବୈଦେହୀଶବିଳାସ

ମୁଷ୍ଟିକି ମଷ୍ଟି ପରିତାଳ, ଦେହୁଁ ଗଳଇ ଶ୍ରମ ଝାଳ ଜଗନ୍ନାଥ, ଭାଗବତ