ପରିତୁଷ୍ଟ
ଦେଖଣା
ପରିତୁଷ୍ଟ
ଉଚ୍ଚାରଣ
[ସମ୍ପାଦନା](ପରିତୁଷ୍ଟି, ପରିତୋଷ—ବି)
(ପରିତୁଷ୍ଟା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ପରି= ଅତିଶୟ+ ତୁଷ୍ ଧାତୁ=ସନ୍ତୁଷ୍ଟ ହେବା+ କର୍ତ୍ତୃ. ତ)
[ସମ୍ପାଦନା]- ୧. ସମ୍ପୂର୍ଣ୍ଣରୂପେ ସନ୍ତୁଷ୍ଟ — ୧. Fully satisfied.
- ୨. ପରିତୃପ୍ତ —୨. Contented.
- ୩. ଆନନ୍ଦିତ; ପ୍ରସନ୍ନ —୩. Pleased.
- ୪. ଅଭିଳଷିତ ଫଳ ପ୍ରାପ୍ତିଦ୍ୱାରା ଯାହାର ମନ ବୋଧ ହୋଇ ଅଛି —୪. Satiated; gratified.