ପରିତୋଷିବା
ସନ୍ତୁଷ୍ଟ କରିବା; ପରିତୃପ୍ତ କରିବା — To satisfy; to gratify.
ଏରୂପେ କୁଟୁମ୍ୱ ଯେ ପୋଷେ, ନିଜ ଉଦର ପରିତୋଷେ ଜଗନ୍ନାଥ, ଭାଗବତ