Jump to content

ପରିତ୍ରାଣ

ଉଇକିଅଭିଧାନ‌ରୁ

ପରିତ୍ରାଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପରି=ସମ୍ୱର୍ଣ୍ଣରୂପେ+ତ୍ରୈ ଧାତୁ=ଉଦ୍ଧାର କରିବା +କର୍ମ. ତ)

[ସମ୍ପାଦନା]
୧. ମୁକ୍ତି; ଉଦ୍ଧାର — ୧. Deliverance; liberation.
୨. ମୋକ୍ଷ —୨. Salvation; final beatitude.
୩. ରକ୍ଷା —୩. Protection; preservation.
୪. ଦେହର ଲୋମ (ହିନ୍ଦୀ - ଶ) —୪. The hair of the body; fur.

ସଂସ୍କୃତ - ବିଶେଷଣ - ଓ ବିଶେଷ୍ୟ - (ପରି+ତ୍ରୈ ଧାତୁ+କର୍ତ୍ତୃ. ଅନ)

[ସମ୍ପାଦନା]
୧. ପରିତ୍ରାତ; ରକ୍ଷାକର୍ତ୍ତା — ୧. Pretector; saver.

ନୋହିଲେ ତୁ ପରିତ୍ରାଣ ନିର୍ଦ୍ଦୟ ଅତନୁ ବାଣ, ନିଃଶେଷ କଲାଟି ଦେହଲହା— କବିସୂର୍ଯ୍ୟ. କିଶୋରୀଚମ୍ପୁ—ଞ୍ଜ ଗୀତ

୨. ମୋକ୍ଷଦାତା —୨. Saviour.
୩. ଉଦ୍ଧାରକର୍ତ୍ତା —୩. Deliverer.