Jump to content

ପରିତ୍ରାତ

ଉଇକିଅଭିଧାନ‌ରୁ

ପରିତ୍ରାତ

ଉଚ୍ଚାରଣ

[ସମ୍ପାଦନା]
(ପରିତ୍ରାତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପଂ. (ପରି+ତ୍ରୈ ଧାତୁ=ରକ୍ଷା କରିବା+କର୍ମ. ତ)

[ସମ୍ପାଦନା]
୧. ମୁକ୍ତିପ୍ରାପ୍ତ; ବନ୍ଧନାଦିରୁ ମୁକ୍ତ — ୧. Delivered; liberated.
୨. ମୋକ୍ଷପ୍ରାପ୍ତ —୨. Saved.
୩. ରକ୍ଷିତ —୩. Protected; preserved.