Jump to content

ପରିତ୍ରାତା

ଉଇକିଅଭିଧାନ‌ରୁ

ପରିତ୍ରାତା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ଓ ବିଶେଷ୍ୟ - ପୁଂ. (ପରି+ତ୍ରୈ ଧାତୁ=ରକ୍ଷା କରିବା+ କର୍ତ୍ତୃ. ତୃ; ପରିତ୍ରାତୃ; ୧ମା. ୧ବ)

[ସମ୍ପାଦନା]
୧. ଉଦ୍ଧାରକର୍ତ୍ତା —୧. Delivering; deliverer.
୨. ମୋକ୍ଷଦାତା —୨. Saving; saviour.
୩. ରକ୍ଷକ —୩. Protecting; protector; preserving preserver.
(ପରିତ୍ରାତ୍ରୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ସ୍ତ୍ରୀ. (ପରିତ୍ରାତ+ଆ)

[ସମ୍ପାଦନା]

ପରିତ୍ରାତର ସ୍ତ୍ରୀଲିଙ୍ଗ — Feminine of Paritrāta.