Jump to content

ପରିତ୍ୟକ୍ତା

ଉଇକିଅଭିଧାନ‌ରୁ

ପରିତ୍ୟକ୍ତା

ଉଚ୍ଚାରଣ

[ସମ୍ପାଦନା]
(ପରିତ୍ୟକ୍ତା—ସ୍ତ୍ରୀ) 

(ପରିତ୍ୟାଗ, ପରିତ୍ୟଜନ—ବି)

=== ସଂସ୍କୃତ - ବିଶେଷଣ - (ପର+ ତ୍ୟଜ୍ ଧାତୁ= ତ୍ୟାଗ କରିବା+ କର୍ମ. ତ)

୧. ବର୍ଜିତ —୧. Abandoned.
୨. ଯାହାର ସଙ୍ଗ ତ୍ୟାଗ କରା ଯାଇଥାଏ — ୨. Shunned.



ପରିତ୍ୟକ୍ତା

ଉଚ୍ଚାରଣ

[ସମ୍ପାଦନା]
(ପରିତ୍ୟକ୍ତ୍ରୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ସ୍ତ୍ରୀ. (ପରିତ୍ୟକ୍ତ+ ଆ)

[ସମ୍ପାଦନା]

ଯେଉଁ ସ୍ତ୍ରୀକୁ ସ୍ୱାମୀ ତ୍ୟାଗ କରିଅଛି —(a wife) Abandoned by the husband.

ସଂସ୍କୃତ - ବିଶେଷଣ - ପୁଂ. (ପରି+ ତ୍ୟଜ୍ ଧାତୁ+ କର୍ତ୍ତୃ. ତୃ; ପରିତ୍ୟକ୍ତୃ; ୧ମା. ୧ବ)

[ସମ୍ପାଦନା]

ପରିତ୍ୟାଗକାରୀ — Abandoning.