Jump to content

ପରିତ୍ୟାଜ୍ୟ

ଉଇକିଅଭିଧାନ‌ରୁ

ପରିତ୍ୟାଜ୍ୟ

ଉଚ୍ଚାରଣ

[ସମ୍ପାଦନା]
(ପରିତ୍ୟଜ୍ୟା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ପରି+ତ୍ୟ ଧାତୁ=ତ୍ୟାଗ କରିବା+କର୍ମ. ଯ)

[ସମ୍ପାଦନା]

ପରିତ୍ୟାଗ କରିବାର ଯୋଗ୍ୟ; ବର୍ଜ୍ଜନୀୟ — Fit to be abandoned or shunned.