ପରିଦର
ଦେଖଣା
ପରିଦର
ଉଚ୍ଚାରଣ
[ସମ୍ପାଦନା]=== ସଂସ୍କୃତ - ବିଶେଷ୍ୟ - (ପରି+ଦୃ ଧାତୁ+କର୍ତ୍ତୃ ଅ; ତୁଳ. ଇଂରାଜୀ - ପାଇରୀୟା)
ଦନ୍ତରୋଗବିଶେଷ, ଯହିଁରେ ଦାନ୍ତପାଟିରୁ ଦାନ୍ତ ଅଲଗା ହୋଇଯାଏ ଓ ଛେପ ସଙ୍ଗେ ରକ୍ତ ପଡ଼େ — A disease of the teeth; pyrrhea; looseness of the teeth accompanied with bleeding.