Jump to content

ପରିଦର୍ଶନ

ଉଇକିଅଭିଧାନ‌ରୁ

ପରିଦର୍ଶନ

ଉଚ୍ଚାରଣ

[ସମ୍ପାଦନା]

(ପରିଦ୍ରଷ୍ଟା; ପରିଦର୍ଶକ; ପରିଦୃଷ୍ଟ; ପରିଦର୍ଶିତ—ବିଣ)

  • (file)

ସଂସ୍କୃତ - ବିଶେଷ୍ୟ - (ପରି+ଦର୍ଶନ)

[ସମ୍ପାଦନା]

ଉତ୍ତମରୂପେ ଦେଖିବା; ମନୋ— ଯୋଗ ପୂର୍ବକ ଅବଲୋକନ — Inspection; observation.