Jump to content

ପରିଦାନ

ଉଇକିଅଭିଧାନ‌ରୁ

ପରିଦାନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ପରି=ବଦଳରେ+ଦାନ)

[ସମ୍ପାଦନା]
୧. ବିନିମୟ; ପ୍ରତିବଦଳ —୧. Exchange.
୨. ବନ୍ଧକି ଜିନିଷକୁ ଫେରାଇଦେବା — ୨. The returning of a pledge.
୩. ଉଆପସ କରିବା; ନେଇଥିବା ବସ୍ତୁକୁ ଲେଉଟାଇବା — ୩. Return of a thing taken.