Jump to content

ପରିଦାସ

ଉଇକିଅଭିଧାନ‌ରୁ

ପରିଦାସ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଦାସର ଦାସ; ଅନୁଦାସ — ୧. Slave of a slave.
୨. ଅତି ଦୀନ ଦାସ — ୨. A very humble servant.

ଦ୍ୱାରିକା ପତି ଚରଣେ ଦାସ ପରିଦାସ ଶିଶୁଶଙ୍କର. ଉଷାଅଭିଳାଷ