Jump to content

ପରିଦାହ

ଉଇକିଅଭିଧାନ‌ରୁ

ପରିଦାହ

ଉଚ୍ଚାରଣ

[ସମ୍ପାଦନା]

(ପରୀଦାହ—ଅନ୍ୟରୂପ)

(ପରିଦଗ୍ଧ—ବିଣ)

=== ଦେଶଜ - ବିଶେଷ୍ୟ - (ପରି+ଦାହ)

୧. ଅତ୍ୟନ୍ତ ଦାହ ବା ଜ୍ୱଳନ — ୧. Much burning.
୨. ମାନସିକ ପୀଡ଼ା; ସନ୍ତାପ — ୨. Grief; anguish.